#. extracted from nlpsolver/help/en/com.sun.star.comp.Calc.NLPSolver.oo msgid "" msgstr "" "Project-Id-Version: \n" "Report-Msgid-Bugs-To: http://qa.openoffice.org/issues/enter_bug.cgi?comment=&component=l10n&form_name=enter_issue&short_desc=Localization+issue+in+file%3A+nlpsolver%2Fhelp%2Fen%2Fcom.sun.star.comp.Calc.NLPSolver.oo&subcomponent=ui\n" "POT-Creation-Date: 2012-07-04 16:39+0200\n" "PO-Revision-Date: 2012-07-31 15:46+0530\n" "Last-Translator: Manoj Kumar Giri \n" "Language-Team: Oriya \n" "Language: or\n" "MIME-Version: 1.0\n" "Content-Type: text/plain; charset=UTF-8\n" "Content-Transfer-Encoding: 8bit\n" "Plural-Forms: nplurals=2; plural=(n != 1);\n" "X-Generator: Lokalize 1.4\n" "X-Accelerator-Marker: ~\n" #: Options.xhp#tit.help.text msgid "Options" msgstr "ବିକଳ୍ପଗୁଡିକ" #: Options.xhp#bm_id0503200917110375_scalc.help.text msgid "Solver for Nonlinear Problems;Options" msgstr "ଜଟିଳ ସମସ୍ୟାଗୁଡ଼ିକ ପାଇଁ ସମାଧାନ;ବିକଳ୍ପଗୁଡ଼ିକ" #: Options.xhp#hd_id0503200917103593.help.text msgid "General Options" msgstr "ସାଧାରଣ ବିକଳ୍ପଗୁଡିକ" #: Options.xhp#par_id0503200917103780.help.text msgid "Size of Swarm" msgstr "ସ୍ୱାର୍ମର ଆକାର" #: Options.xhp#par_id0503200917103723.help.text msgid "… defines the number of individuals to participate in the learning process. Each individual finds its own solutions and contributes to the overall knowledge." msgstr "… ଜ୍ଞାନ ଆହରଣ ପ୍ରକ୍ରିୟାରେ ଅଂଶ ଗ୍ରହଣ କରୁଥିବା ବ୍ୟକ୍ତି ସଂଖ୍ୟା। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ସମାଧାନ ଖୋଜିଥାନ୍ତି ଏବଂ ମୂଖ୍ୟ ଜ୍ଞାନରେ ସହଯୋଗ କରିଥାନ୍ତି।" #: Options.xhp#par_id0503200917103771.help.text msgid "Learning Cycles" msgstr "ଜ୍ଞାନ ଆହରଣ ଜୀବନ ଚକ୍ର" #: Options.xhp#par_id0503200917103720.help.text msgid "… defines the number of iterations, the algorithm should take. In each iteration, all individuals make a guess on the best solution and share their knowledge." msgstr "… ଆଲଗୋରିଦମ କରୁଥିବା ପୁନରାବୃତ୍ତି ପ୍ରକ୍ରିୟା ସଂଖ୍ୟା। ପ୍ରତ୍ୟେକ ପୁନରାବୃତ୍ତି, ସମସ୍ତ ବ୍ୟକ୍ତିମାନେ ଉତ୍ତମ ସମାଧାନ ଖୋଜିଥାନ୍ତି ଏବଂ ସେମାନଙ୍କର ଜ୍ଞାନକୁ ବାଣ୍ଟିଥାନ୍ତି।" #: Options.xhp#par_id0503200917103732.help.text msgid "Variable Bounds Guessing" msgstr "ପ୍ରାଚଳ ଅନୁମାନ କରିଥାଏ" #: Options.xhp#par_id050320091710378.help.text msgid "If enabled (default), the algorithm tries to find variable bounds by looking at the starting values." msgstr "ଯଦି ସକ୍ରିୟ ଅଛି (ପୂର୍ବନିର୍ଦ୍ଧାରିତ ଭାବରେ), ତେବେ ସେହି ଆଲଗୋରିଦମ ପ୍ରାରମ୍ଭିକ ମୂଲ୍ୟକୁ ଦେଖିକରି ପ୍ରାଚଳକୁ ବାନ୍ଧିଥାଏ।" #: Options.xhp#par_id0503200917103794.help.text msgid "Variable Bounds Threshold" msgstr "ପ୍ରାଚଳ ଥ୍ରେସହଲ୍ଡକୁ ବାନ୍ଧିଥାଏ" #: Options.xhp#par_id0503200917103710.help.text msgid "When guessing variable bounds, this threshold specifies, how the initial values are shifted to build the bounds. For an example how these values are calculated, please refer to the Manual in the Wiki." msgstr "ପ୍ରାଚଳ ବନ୍ଧନକୁ ଅନୁମାନ କରିବା ସମୟରେ, ଏହି ଥ୍ରେସହଲ୍ଡ ଉଲ୍ଲେଖ କରିଥାଏ ଯେ, କିପରି ପ୍ରାରମ୍ଭିକ ମୂଲ୍ୟଗୁଡ଼ିକ ବନ୍ଧନକୁ ନିର୍ମାଣ କରିଥାଏ। ଉଦାହରଣ ସ୍ୱରୂପ କିପରି ଏହି ମୂଲ୍ୟଗୁଡ଼ିକ ହିସାବ କରାଯାଇଥାଏ, ଦୟାକରି ୱିକିରେ ହସ୍ତପୁସ୍ତକକୁ ଅନୁସରଣ କରନ୍ତୁ।" #: Options.xhp#par_id0503200917103740.help.text msgid "Use ACR Comparator" msgstr "ACR ତୁଳନାକାରୀକୁ ବ୍ୟବହାର କରନ୍ତୁ" #: Options.xhp#par_id0503200917103766.help.text msgid "If disabled (default), the BCH Comparator is used. It compares two individuals by first looking at their constraint violations and only if those are equal, it measures their current solution." msgstr "ଯଦି ନିଷ୍କ୍ରିୟ କରାଯାଇଥାଏ (ପୂର୍ବନିର୍ଦ୍ଧାରିତ ଭାବରେ), BCH ତୁଳନାକାରୀ ବ୍ୟବହୃତ ହୋଇଥାଏ। ଏହାଦୁଇଟି ବ୍ୟକ୍ତି ବିଶେଷକୁ ପ୍ରଥମେ ଦେଖିଥାଏ ଏବଂ କେବଳ ସମାନ ହୋଇଥାଏ, ତେବେ ସେମାନଙ୍କର ପ୍ରଚଳିତ ସମାଧାନକୁ ମାପିଥାଏ।" #: Options.xhp#par_id0503200917103744.help.text msgid "If enabled, the ACR Comparator is used. It compares two individuals dependent on the current iteration and measures their goodness with knowledge about the libraries worst known solutions (in regard to their constraint violations)." msgstr "ଯଦି ସକ୍ରିୟ ଥାଏ, ତେବେ ACR ତୁଳନାକାରୀ ବ୍ୟବହୃତ ହୋଇଥାଏ। ଏହା ପ୍ରଚଳିତ ପୁନରାବୃତ୍ତି ଉପରେ ନିର୍ଭର କରୁଥିବା ଦୁଇଟି ବ୍ୟକ୍ତିକୁ ତୁଳନା କରିଥାଏ ଏବଂ ସେଗୁଡ଼ିକର ଫଳାଫଳକୁ ଲାଇବ୍ରେରୀ ଜ୍ଞାନ ସହିତ ମାପିଥାଏ (ସେମାନଙ୍କର ବ୍ୟତିକ୍ରମ ସହିତ)।" #: Options.xhp#par_id0503200917103792.help.text msgid "Use Random Starting Point" msgstr "ମନମୁତାବକ ପ୍ରାରମ୍ଭିକ ବିନ୍ଦୁ ସହିତ ବ୍ୟବହାର କରନ୍ତୁ" #: Options.xhp#par_id0503200917103790.help.text msgid "If enabled, the library is simply filled up with randomly chosen points." msgstr "ଯଦି ସକ୍ରିୟ ଥାଏ, ତେବେ ଲାଇବ୍ରେରୀକୁ ମନମୁତାବକ ବଚ୍ଛିତ ବିନ୍ଦୁ ସହିତ ପୁରଣ ହୋଇଥାଏ।" #: Options.xhp#par_id0503200917103765.help.text msgid "If disabled, the currently present values (as given by the user) are inserted in the library as reference point." msgstr "ଯଦି ନିଷ୍କ୍ରିୟ ଥାଏ, ତେବେ ପ୍ରଚଲିତ ମୂଲ୍ୟଗୁଡ଼ିକୁ (ବ୍ୟବହାରକାରୀଙ୍କ ଦ୍ୱାରା ପ୍ରଦତ୍ତ) ଲାଇବ୍ରେରୀରେ ଅନୁସରଣ ବିନ୍ଦୁ ଭାବରେ ଭର୍ତ୍ତି କରାଯାଇଥାଏ।" #: Options.xhp#par_id0504200917103794.help.text msgid "Stagnation Limit" msgstr "ସ୍ଥିରତା ସୀମା" #: Options.xhp#par_id050320091710377.help.text msgid "If this number of individuals found solutions within a close range, the iteration is stopped and the best of these values is chosen as optimal." msgstr "ଯଦି ବଚ୍ଛିତ ପରିସରରେ ଏହି ସଂଖ୍ୟକ ବ୍ୟକ୍ତି ମିଳିଥାନ୍ତି, ତେବେ ପୁନରାବୃତ୍ତିକୁ ଅଟକାଯାଇଥାଏ ଏବଂ ସେହି ମୂଲ୍ୟ ମଧ୍ଯରୁ ଉତ୍ତମ ମୂଲ୍ୟକୁ ବଛାଯାଇଥାଏ।" #: Options.xhp#par_id0503200917103762.help.text msgid "Stagnation Tolerance" msgstr "ସ୍ଥିରତା ସହନଶୀଳତା" #: Options.xhp#par_id0503200917103834.help.text msgid "Defines in what range solutions are considered “similar”." msgstr "କେଉଁ ସୀମା ମଧ୍ଯରେ ସମାଧାନଗୁଡ଼ିକ “ସଦୃଶ୍ୟ” ଭାବରେ ଗ୍ରହଣ କରାଯାଇଥାଏ ତାହା ବ୍ୟାଖ୍ୟା କରିଥାଏ।" #: Options.xhp#par_id0503200917103891.help.text msgid "Show Enhanced Solver Status" msgstr "ଉନ୍ନତ ସମାଧାନକାରୀ ସ୍ଥିତି ଦର୍ଶାଇଥାଏ" #: Options.xhp#par_id0503200917103832.help.text msgid "If enabled, an additional dialog is shown during the solving process which gives informations about the current progress, the level of stagnation, the currently best known solution as well as the possibility, to stop or resume the solver." msgstr "ଯଦି ସକ୍ରିୟ ଥାଏ, ତେବେ ଅତିରିକ୍ତ ସଂଳାପକୁ ସମାଧାନ ପଦ୍ଧତି ମଧ୍ୟରେ ଦର୍ଶାଯାଇଥାଏ ଯାହାକି ସମାଧାନକାରୀକୁ ଅଟକାଇବା କିମ୍ବା ପୁନଃଚାଳନ କରିବା ପାଇଁ ପ୍ରଚଳିତ ଉନ୍ନତି, ସ୍ଥିରତା ସମୟ, ପ୍ରଚଳିତ ଉତ୍ତମ ସମାଧାନ ଏବଂ ସମ୍ଭାବନା ବିଷୟରେ ସୂଚନା ଦେଇଥାଏ।" #: Options.xhp#hd_id0603200910392151.help.text msgid "DEPS-specific Options" msgstr "DEPS-ନିର୍ଦ୍ଦିଷ୍ଟ ବିକଳ୍ପଗୁଡ଼ିକ" #: Options.xhp#par_id0603200910394232.help.text msgid "Agent Switch Rate" msgstr "ସଦସ୍ୟ ପରିବର୍ତ୍ତନ ହାର" #: Options.xhp#par_id0603200910394248.help.text msgid "Specifies the probability for an individual to choose the Differential Evolution strategy." msgstr "ଏକ ବ୍ୟକ୍ତି ବିଶେଷ ପାଇଁ ଭିନ୍ନ କ୍ରମ ବିକାଶ କୌଶଳ ବାଛିବାର ସମ୍ଭାବନା ଉଲ୍ଲେଖ କରିଥାଏ।" #: Options.xhp#par_id0603200910394277.help.text msgid "DE: Crossover Probability" msgstr "DE: କ୍ରସଓଭର ସମ୍ଭାବନା" #: Options.xhp#par_id0603200910394280.help.text msgid "… defines the probability of the individual being combined with the globally best point. If crossover is not used, the point is assembled from the own memory of the individual." msgstr "… ଏକ ବ୍ୟକ୍ତି ବିଶେଷ ଜାଗତିକ ଉତ୍ତମ ବିନ୍ଦୁ ସହିତ ସଂଯୁକ୍ତ ହେବାର ସମ୍ଭାବନାକୁ ବ୍ୟାଖ୍ୟା କରିଥାଏ। ଯଦି କ୍ରସଓଭର ବ୍ୟବହାର ହୋଇନଥାଏ, ତେବେ ସେହି ବିନ୍ଦୁଟି ନିଜର ସ୍ମୃତିସ୍ଥାନ ସହିତ ମିଶିଥାଏ।" #: Options.xhp#par_id0603200910394216.help.text msgid "DE: Scaling Factor" msgstr "DE: ମାପିବା ଉତ୍ପାଦକ" #: Options.xhp#par_id060320091039424.help.text msgid "During crossover, the scaling factor decides about the “speed” of movement." msgstr "କ୍ରସଓଭର ସମୟରେ, ମାପିବା ଉତ୍ପାଦକ ଯାତାୟାତର “ଗତି” ନିର୍ଦ୍ଧାରଣ କରିଥାଏ।" #: Options.xhp#par_id060320091039421.help.text msgid "PS: Constriction Coefficient" msgstr "PS: କାଳ୍ପନିକ ଗୁଣାଙ୍କ" #: Options.xhp#par_id0603200910394225.help.text msgid "… defines the speed at which the particles/individuals move towards each other." msgstr "… କେଉଁ ଗତିରେ ପଦାର୍ଥ/ବ୍ୟକ୍ତି ବିଶେଷମାନେ ପରସ୍ପର ଆଡ଼କୁ ଗତି କରିଥାନ୍ତି।" #: Options.xhp#par_id0603200910394222.help.text msgid "PS: Cognitive Constant" msgstr "PS: ସଂଜ୍ଞାନାତ୍ମକ ସ୍ଥିରାଙ୍କ" #: Options.xhp#par_id0603200910394212.help.text msgid "… sets the importance of the own memory (in particular the best reached point so far)." msgstr "… ନିଜ ସ୍ମୃତିସ୍ଥାନର ଆବଶ୍ୟକତା ସେଟ କରିଥାଏ (ଏପର୍ଯ୍ୟନ୍ତ ପହଞ୍ଚିଥିବା ଉତ୍ତମ ବିନ୍ଦୁ)।" #: Options.xhp#par_id0603200910394292.help.text msgid "PS: Social Constant" msgstr "PS: ସାମାଜିକ ସ୍ଥିରାଙ୍କ" #: Options.xhp#par_id0603200910394284.help.text msgid "… sets the importance of the global best point between all particles/individuals." msgstr "… ସମସ୍ତ ପଦାର୍ଥ/ବ୍ୟକ୍ତିବିଶେଷ ମଧ୍ଯରେ ଜାଗତିକ ଉତ୍ତମ ବିନ୍ଦୁର ଆବଶ୍ୟକତା ସେଟ କରିଥାଏ।" #: Options.xhp#par_id060320091039425.help.text msgid "PS: Mutation Probability" msgstr "PS: ପରିବର୍ତ୍ତନ ସମ୍ଭାବନା" #: Options.xhp#par_id0603200910394272.help.text msgid "… defines the probability, that instead of moving a component of the particle towards the best point, it randomly chooses a new value from the valid range for that variable." msgstr "… ସମ୍ଭାବନା ବ୍ୟାଖ୍ୟା କରିଥାଏ, ଯାହାକି ପଦାର୍ଥର ଉପାଦାନକୁ ଘୁଞ୍ଚାଇବା ପରିବର୍ତ୍ତେ, ବୈଧ ସୀମା ମଧ୍ଯରୁ ନୂତନ ଏକ ମୂଲ୍ୟ ବାଛିଥାଏ।" #: Options.xhp#hd_id0603200910401383.help.text msgid "SCO-specific Options" msgstr "SCO-ନିର୍ଦ୍ଦିଷ୍ଟ ବିକଳ୍ପଗୁଡ଼ିକ" #: Options.xhp#par_id0603200910401382.help.text msgid "Size of Library" msgstr "ଲାଇବ୍ରେରୀର ଆକାର" #: Options.xhp#par_id060320091040136.help.text msgid "… defines the amount of informations to store in the public library. Each individual stores knowledge there and asks for informations." msgstr "… ସର୍ବସାଧାରଣ ଲାଇବ୍ରେରୀରେ ସଂରକ୍ଷଣ କରିବା ପାଇଁ ସୂଚନାର ପରିମାଣ ନିର୍ଦ୍ଧାରଣ କରିଥାଏ। ପ୍ରତ୍ୟେକବ୍ୟକ୍ତି ସେଠାରେ ଜ୍ଞାନ ସଂରକ୍ଷଣ କରିଥାନ୍ତି ଏବଂ ସୂଚନା ପଚାରିଥାନ୍ତି।" #: Usage.xhp#tit.help.text msgctxt "Usage.xhp#tit.help.text" msgid "Usage" msgstr "ବ୍ୟବହାର ବିଧି" #: Usage.xhp#bm_id0603200910434044_scalc.help.text msgid "Solver for Nonlinear Problems;Usage" msgstr "ଜଟିଳ ସମସ୍ୟାଗୁଡ଼ିକ ପାଇଁ ସମାଧାନକାରୀ;ବ୍ୟବହାର ବିଧି" #: Usage.xhp#hd_id0603200910430882.help.text msgctxt "Usage.xhp#hd_id0603200910430882.help.text" msgid "Usage" msgstr "ବ୍ୟବହାର ବିଧି" #: Usage.xhp#par_id0603200910430845.help.text msgid "Regardless whether you use DEPS or SCO, you start by going to Tools → Solver and set the Cell to be optimized, the direction to go (minimization, maximization) and the cells to be modified to reach the goal. Then you go to the Options and specify the solver to be used and if necessary adjust the according parameters." msgstr "ଆପଣ DEPS ଅଥବା SCO ବ୍ୟବହାର କରୁଥିଲେ ମଧ୍ଯ, ଆପଣ ସାଧନ →ସମାଧାନକାରୀକୁ ଯାଇକରି ଆରମ୍ଭ କରନ୍ତୁଏବଂ ଉତ୍ତମ କରିବାରେ ସେଲ ସେଟ କରନ୍ତୁ, ଗତିକରିବା ଦିଗ (କ୍ଷୁଦ୍ରକାରୀ, ବୃହତକାରୀ) ଏବଂ ଲକ୍ଷ୍ୟ ହାସଲ କରିବା ପାଇଁ ସେଲଗୁଡ଼ିକୁ ପରିବର୍ତ୍ତନ କରନ୍ତୁ। ତାପରେ ଆପଣ ବିକଳ୍ପଗୁଡ଼ିକୁ ଦେଖି ସମାଧାନକାରୀକୁ ଉଲ୍ଲେଖ କରନ୍ତୁ ଏବଂ ଆବଶ୍ୟକ ହେଲେ ସେହି ଅନୁସାରେ ସଜାଡ଼ନ୍ତୁ parameters." #: Usage.xhp#par_id0603200910430821.help.text msgid "There is also a list of constraints you can use to restrict the possible range of solutions or to penalize certain conditions. However, in case of the evolutionary solvers DEPS and SCO, these constraints are also used to specify bounds on the variables of the problem. Due to the random nature of the algorithms, it is highly recommended to do so and give upper (and in case \"Assume Non-Negative Variables\" is turned off also lower) bounds for all variables. They don't have to be near the actual solution (which is probably unknown) but should give a rough indication of the expected size (0 ≤ var ≤ 1 or maybe -1000000 ≤ var ≤ 1000000)." msgstr "ସେଠାରେ ପ୍ରତିବନ୍ଧଗୁଡ଼ିକର ଏକ ତାଲିକା ଅଛି ଯାହାକୁ ଆପଣ ସମ୍ଭାବ୍ୟ ସମାଧାନଗୁଡ଼ିକ ପାଇଁ ବ୍ୟବହାର କରିପାରିବେ ଅଥବା କିଛି ସର୍ତ୍ତକୁ ଦଣ୍ଡିତ କରିପାରିବେ। ତଥାପି, DEPS ଏବଂ SCO ପାଇଁ, ଏହି ପ୍ରତିବନ୍ଧଗୁଡ଼ିକ ସମସ୍ୟାର ପ୍ରାଚଳ ସହିତ ସମ୍ପୃକ୍ତ ବନ୍ଧନକୁ ଉଲ୍ଲେଖ କରିବା ପାଇଁ ବ୍ୟବହାର ହୋଇଥାଏ। ଆଲଗୋରିଦମର ମନମୁତାବକ ପ୍ରକୃତି ପାଇଁ, ପରାମର୍ଶ ଦିଆଯାଇଥାଏ ଯେ ଏହାକୁ କରନ୍ତୁ ଏବଂ ଉପରକୁ ଦିଅନ୍ତୁ (ଏବଂ \"ଋଣାତ୍ମକ ପ୍ରାଚଳ ହୋଇନଥିବା\" ପରିସ୍ଥିତିରେ ଏହା ତଳକୁ ଅଫ ହୋଇଥାଏ)। ସେମାନେ ପ୍ରକୃତ ସମାଧାନ ପାଖରେ ରହିବା ଜରୁରୀ ନୁହଁ(ଯାହାକି ସମ୍ଭବତଃ ଜଣାନଥାଏ) କିନ୍ତୁ ଆଶାକରାଯାଇଥିବା ଆକାର ଅନୁମାନ କରିଥାଏ (0 ≤ var ≤ 1 or maybe -1000000 ≤ var ≤ 1000000)." #: Usage.xhp#par_id0603200910430873.help.text msgid "Bounds are specified by selecting one or more variables (as range) on the left side and entering a numerical value (not a cell or a formula) on the right side. That way you can also choose one or more variables to be Integer or Binary only." msgstr "ଗୋଟିଏ କିମ୍ବା ଅଧିକ ପ୍ରାଚଳକୁ ବାଛିକରି ବନ୍ଧନଗୁଡ଼ିକୁ ବାମ ପାଖରେ (ପରିସର ଭାବରେ) ଏବଂ ଏକ ଗଣନ ସଂଖ୍ୟା ଭରଣ କରି ଉଲ୍ଲେଖ କରାଯାଇଥାଏ(ଏକ କୋଷ କିମ୍ବା ସୂତ୍ର ନୁହଁ) ଡାହାଣ ପାଖରେ। ସେହି ଉପାୟରେ ଆପଣ ଗୋଟିଏ କିମ୍ବା ଅଧିକ ପ୍ରାଚଳ ବାଛିପାରିବେକେବଳ ଗଣନ ସଂଖ୍ୟା କିମ୍ବା ଦ୍ୱିମିକ ସଂଖ୍ୟା।"